ପ୍ରମାତବ୍ୟ Pramātabya

  • ସଂ. ବିଣ—(ପ୍ର+ମା ଧାତୁ+କର୍ମ. ତବ୍ୟ) — ପ୍ରମାଣିତ ହେବାର ଯୋଗ୍ୟ — 2. Demonstrable
  • ସଂ. ବିଣ—(ପ୍ର+ମା ଧାତୁ+କର୍ମ. ତବ୍ୟ) — ବଧ୍ୟ (ହି. ଶ) — Deserving to be killed