ପ୍ରମାଣୀକୃତ Pramāṇīkṛuta
- ସଂ. ବିଣ. (ପ୍ରମାଣ+ଅଭୂତ ତଦ୍ଭାବେ ଚ୍ୱି+କୃତ) — ପ୍ରମାଣଦ୍ୱାରା ସ୍ଥିରୀକୃତ — Established by proof; proved beyond doubt
- ସଂ. ବିଣ. (ପ୍ରମାଣ+ଅଭୂତ ତଦ୍ଭାବେ ଚ୍ୱି+କୃତ) — ପ୍ରମାଣିକରୂପେ ଗୃହୀତ; ଆଦୃତ — Regarded or accepted as an authority (Apte)
- ସଂ. ବିଣ. (ପ୍ରମାଣ+ଅଭୂତ ତଦ୍ଭାବେ ଚ୍ୱି+କୃତ) — ବିଶ୍ୱସିତ — Believed; confided in (Apte)