ପ୍ରମାଣିକା Pramāṇikā

  • ସଂ. ବି. (ପ୍ରମାଣ+କ+ଆ) — ଅଷ୍ଟାକ୍ଷର ଚରଣଚତୁଷ୍ଟୟ— ଯୁକ୍ତ ଛନ୍ଦୋବିଶେଷ — A metre of 8 syllables
  • ସଂ. ବି. (ପ୍ରମାଣ+କ+ଆ) — [ଦ୍ର—ଏଥିର ପ୍ରତି ଚରଣରେ ଏକ ଜଗଣ, ଏକ ରଗଣ, ଏକ ଲଘୁ ଓ ଏକ ଗୁରୁ ବର୍ଣ୍ଣ ଥାଏ; ଏ ବୃତ୍ତର ଅନ୍ୟନାମ ନଗସ୍ୱ— ରୂପିଣୀ; ଏଥିର ଉଦାହରଣ—ନମାମି ଭକ୍ତବତ୍ସଳଂ, କୃପାଳୁଶୀଳ— କୋମଳଂ, ଭଜାମି ତେ ପଦାମ୍ବୁଜଂ, ଅକାମିନାଂ ସ୍ୱାଧମଦଂ—ହି. ଶ.।]