ପ୍ରମାଣ ସଇ Pramāṇa sai

  • ଦେ. ବିଣ. (ସଂ. ପରିମାଣାନୁସରୀ) — ପୂର୍ଣ୍ଣ ପରିମାଣାନୁଯାୟୀ — Of full measure
  • ଦେ. ବିଣ. (ସଂ. ପରିମାଣାନୁସରୀ) — ପରିମାଣାନୁଯାୟୀ — Up to the mark
  • ଦେ. ବିଣ. (ସଂ. ପରିମାଣାନୁସରୀ) — ପୂର୍ଣ୍ଣବୟସ୍କ ବା ପୂର୍ଣ୍ଣାକୃତି ବ୍ୟକ୍ତିର କଣ୍ଟରେ ନିର୍ମିତ — Constructed to suit an adult of full size