ପ୍ରମାଣ ପୁରୁଷ Pramāṇa purusha

  • ସଂ. ବି. (ମ. ପ. ଲୋ; କର୍ମଧା; ପ୍ରମାଣ+ପୁରୁଷ) — ବିଚାରକର୍ତ୍ତା — Judge
  • ସଂ. ବି. (ମ. ପ. ଲୋ; କର୍ମଧା; ପ୍ରମାଣ+ପୁରୁଷ) — ମଧ୍ୟସ୍ଥ; ପଞ୍ଚାଏତ୍; ସାଲସ; ଯେଉଁ ବ୍ୟକ୍ତିଙ୍କ ମୀମାଂସାକୁ ଉଭୟ ପକ୍ଷ ରାଜି ହୁଅନ୍ତି — An umpire; an arbitrator