ପ୍ରମାଣ କୋଟି Pramāṇa koṭi

  • ସଂ. ବି. ( 6 ଷ୍ଠୀ ତତ୍; ପ୍ରମାଣ+କୋଟି) — କୌଣସି ବିଷୟର ପ୍ରମାଣ ପାଇଁ ପ୍ରୟୋଜନୀୟ ବିଷୟ ସକଳ (ହି. ଶ.) — The scope or aggregate of matters required to prove a matter