ପ୍ରମର୍ଦନ Pramardana

  • ସଂ. ବି. (ପ୍ର+ମୃଦ୍ ଧାତୁ+ଭାବ. ଅନ) — ଖୁବ୍ ମଳିବା — Rubbing much
  • ସଂ. ବି. (ପ୍ର+ମୃଦ୍ ଧାତୁ+ଭାବ. ଅନ) — ଆଚ୍ଛା କରି ଚକଟିବା — Thorough kneading
  • ସଂ. ବି. (ପ୍ର+ମୃଦ୍ ଧାତୁ+ଭାବ. ଅନ) — ଦଳନ; ବିନଷ୍ଟ କରିବା — Crushing
  • ସଂ. ବି. (ପ୍ର+ମୃଦ୍ ଧାତୁ+ଭାବ. ଅନ) — (+ କର୍ତ୍ତୃ. ଅନ; ଏ ରାକ୍ଷସଙ୍କୁ ଓ ଦୁଷ୍ଟଙ୍କୁ ମର୍ଦ୍ଦନ କରିବାରୁ) ବିଷ୍ଣୁ — Bishṇu
  • ସଂ. ବିଣ. ପୁଂ. — ଦଳନକାରୀ — Crushing
  • ସଂ. ବିଣ. ପୁଂ. — ଚକଟୁଥିବା — Kneading