ପ୍ରଭାତୀ Prabhātī
- ଦେ. ବିଣ. (ସଂ. ପ୍ରଭାତୀୟ) — ପ୍ରଭାତ କାଳୀନ — Relating to dawn
- ଦେ. ବିଣ. (ସଂ. ପ୍ରଭାତୀୟ) — ପ୍ରାତଃକାଳରେ ଗେୟ — Proper to be sung in the morning
- ଦେ. ବିଣ. (ସଂ. ପ୍ରଭାତୀୟ) — ପ୍ରାତଃକାଳର ଉପଯୁକ୍ତ — Fit for the morning
- ସଂ. ବି. — ପ୍ରଭାତ ଅବକାଶ; ପ୍ରାତଃକାଳରେ ଗେୟ ସ୍ତବ — A hymn sung at dawn
- ସଂ. ବି. — ଦନ୍ତ ଧାବନ; ଦାନ୍ତଘଷା (ହି. ଶ) — Brushing of the teeth (at dawn)