ପ୍ରଭାତୀତରା Prabhātītarā

  • (ସଂ. ପ୍ରଭାତ+ତାରା) କୁଆଁତରା; ସକାଳ ହେବା ପୂର୍ବେ ପୂର୍ବ ଦିଗରେ ଦେଖାଯିବା ଉଜ୍ଜ୍ୱଳ ଶୁକ୍ରଗ୍ରହ ('ଶୁକ୍ର' ତଳେ ନୋଟ୍ ଦେଖ) — The morning star
  • (ସଂ. ପ୍ରଭାତ+ତାରା) ଦେଖଇ ନିତି ଉଇଁ ଓ ଗିରିଶିରେ ପ୍ରଭାତୀ ତାରା ମୁଖ ଗୋଦାବରୀରେ। ରାଧାନାଥ, ତୁଳସୀସ୍ତବକ