ପ୍ରଭାତିବା Prabhātibā

  • ଦେ. (ପଦ୍ୟ) କ୍ରି. (ସଂ. ପ୍ରଭାତ) — ପ୍ରଭାତ ହେବା; ସକାଳ ହେବା; (ରାତି) ପାହିବା — To dawn
  • ଦେ. (ପଦ୍ୟ) କ୍ରି. (ସଂ. ପ୍ରଭାତ) — ପ୍ରଭାତିଲା ବିଭାବରୀ ହସିଲେ ଉଜ୍ଜ୍ୱଳେ ପଙ୍କଜବରନୀ ଉଷା ଉଦୟ ଅଚଳେ—ରାଧାନାଥ, ବେଣୀସଂହାର।