ପ୍ରଭାକର ବର୍ଦ୍ଧନ Prabhākara barddhana

  • ଦେ. ବି. (ନାମ) ସ୍ୱାଣ୍ୱୀଶ୍ୱର ବା ଥାନେଶ୍ୱରର ଜଣେ ପ୍ରାଚୀନ ରଜା — Name of a king of Thāneswara
  • ଦେ. ବି. (ନାମ) [ଦ୍ର—ଏ ବିକ୍ରମ ସଂବତ୍ 600 ପୂର୍ବେ ରାଜତ୍ୱ କରୁଥିଲେ । ଏହାଙ୍କ ପୁତ୍ର ମହାପ୍ରତାପୀ ହର୍ଷବର୍ଦ୍ଧନଙ୍କ ରାଜଧାନୀ କାନ୍ୟକୁବ୍ଜରେ ଥିଲା। ଏ ସୂର୍ଯ୍ୟୋପାସକ ଥିଲେ (ହି. ଶ)] — [ଦ୍ର—ଏ ବିକ୍ରମ ସଂବତ୍600ପୂର୍ବେ ରାଜତ୍ୱ କରୁଥିଲେ ଏହାଙ୍କ ପୁତ୍ର ମହାପ୍ରତାପୀ ହର୍ଷବର୍ଦ୍ଧନଙ୍କ ରାଜଧାନୀ କାନ୍ୟକୁବ୍ଜରେ ଥିଲା ଏ ସୂର୍ଯ୍ୟୋପାସକ ଥିଲେ (ହି. ଶ)]