ପ୍ରଭବିବା Prabhabibā

  • ଦେ. କ୍ରି. (ପଦ୍ୟ) (ସଂ. ପ୍ରଭବ) — ଜନ୍ମିବା; ଜାତ ହେବା — To be born; to be produced
  • ଦେ. କ୍ରି. (ପଦ୍ୟ) (ସଂ. ପ୍ରଭବ) — ଯେସନେ ଉଠିବାରୁ ଜଳ ପ୍ରଭବି ପ୍ରକାଶେ ଶୟଳ। ଜଗନ୍ନାଥ, ଭାଗବତ।