ପ୍ରଭଞ୍ଜନ Prabhan̄jana
- ସଂ. ବି. (ପ୍ର+ଭଂଜ୍ ଧାତୁ=ଭାଙ୍ଗିବା+କର୍ତ୍ତୃ. ଅନ) — ପ୍ରଚଣ୍ଡ ବାୟୁ; ଝଡ଼ — Tempest
- ସଂ. ବି. (ପ୍ର+ଭଂଜ୍ ଧାତୁ=ଭାଙ୍ଗିବା+କର୍ତ୍ତୃ. ଅନ) — ବାୟୁ — Air; wind
- ସଂ. ବି. (ପ୍ର+ଭଂଜ୍ ଧାତୁ=ଭାଙ୍ଗିବା+କର୍ତ୍ତୃ. ଅନ) — (+ଭାବ. ଅନ) ବିନାଶ (ହି. ଶ.) — Destruction; ruin
- ସଂ. ବି. (ପ୍ର+ଭଂଜ୍ ଧାତୁ=ଭାଙ୍ଗିବା+କର୍ତ୍ତୃ. ଅନ) — (ନାମ) ମହାଭାରତୋକ୍ତ ମଣିପୁରର ରାଜା — Name of a king of ancient Maṇipura
- ସଂ. ବିଣ — ଭଞ୍ଜନକାରୀ; ଯେ ଭାଙ୍ଗି ପକାଏ — Breaking
- ଦେ. ବିଣ. (ପ୍ର+ଭଗ୍ନ) — ଭଗ୍ନ — Broken
- ଦେ. ବିଣ. (ପ୍ର+ଭଗ୍ନ) — ପ୍ରଭଞ୍ଜନ—ପଥ ପ୍ରଭଞ୍ଜନ ହୋଇବ। ଭଞ୍ଜ. ବୈଦେହୀଶବିଳାସ।