ପ୍ରବ୍ରାଜ Prabrāja

  • ସଂ. ବି. (ପ୍ର+ବ୍ରଜ୍ ଧାତୁ+ଅଧିକରଣ. ଅ) — ଅତ୍ୟନ୍ତ ନିମ୍ନ ଦେଶ — Very low country
  • ସଂ. ବି. (ପ୍ର+ବ୍ରଜ୍ ଧାତୁ+ଅଧିକରଣ. ଅ) — (+ ଭାବ. ଅ) ସନ୍ନ୍ୟାସ — Renunciation of worldly concerns; asceticism