ପ୍ରବ୍ରଜ୍ୟା Prabrajyā

  • ସଂ. ବି. (ପ୍ର+ବ୍ରଜ୍ ଧାତୁ+ଭାବ. ଯ+ସ୍ତ୍ରୀ. ଆ) — ସନ୍ନ୍ୟାସଧର୍ମ — Religious mendicancy; renunciation of the world; asceticism
  • ସଂ. ବି. (ପ୍ର+ବ୍ରଜ୍ ଧାତୁ+ଭାବ. ଯ+ସ୍ତ୍ରୀ. ଆ) — ପ୍ରବାସ; ଦେଶାନ୍ତରରେ ବାସ — Sojourning; living abroad