ପ୍ରବ୍ରଜ୍ୟାବସିତ Prabrajyābasita

  • ସଂ. ବିଣ. ପୁଂ. ( 5 ମୀ ତତ୍; ପ୍ରବ୍ରଜ୍ୟା+ଅବସିତ= ନିଃଶେଷିତ) — ସନ୍ନ୍ୟାସ ଧର୍ମରୁ ଭ୍ରଷ୍ଟ; ସନ୍ନ୍ୟାସ ଧର୍ମ ଗ୍ରହଣ କରିବା ପରେ ତହିଁରୁ ଚ୍ୟୁତ (ବ୍ୟକ୍ତି) — (an ascetic) Having infringed his vows of renunciation