ପ୍ରବେଶିକା Prabeṡikā

  • ସଂ. ବି. (ପ୍ର+ବିଶ୍ ଧାତୁ+କରଣ ଅକ+ସ୍ତ୍ରୀ ଆ) — ପରିଚୟ ପତ୍ର — Introduction letter
  • ସଂ. ବି. (ପ୍ର+ବିଶ୍ ଧାତୁ+କରଣ ଅକ+ସ୍ତ୍ରୀ ଆ) — କୌଣସି ସ୍ଥାନକୁ ପ୍ରବେଶ କରିବାର ଟିକଟ୍ — Ticket of admission
  • ସଂ. ବି. (ପ୍ର+ବିଶ୍ ଧାତୁ+କରଣ ଅକ+ସ୍ତ୍ରୀ ଆ) — କୌଣସି ସ୍ଥାନକୁ ପ୍ରବେଶ କରିବାପାଇଁ ଦିଆଯିବା ଧନ (ହି.ଶ.) — Fee for admission
  • ଦେ. ବିଣ — ଯାହାଦ୍ୱାରା କୌଣସି ସ୍ଥାନକୁ ପ୍ରବେଶ କରିବା ଅଧିକାର ପ୍ରଦତ୍ତ ବା ସୂଚିତ ହୁଏ — Giving admission to; giving a right to enter; entitling a person to admission