ପ୍ରବେଣି Prabeṇi

  • ସଂ. ବି. (ପ୍ର+ବେଣ୍ ଧାତୁ+ଗମନ କରିବା+କର୍ତ୍ତୃ. ଇ) କେଶର ବେଣୀ; କେଶବିନ୍ୟାସ — Braid of hair
  • ସଂ. ବି. (ପ୍ର+ବେଣ୍ ଧାତୁ+ଗମନ କରିବା+କର୍ତ୍ତୃ. ଇ) କରିପୃଷ୍ଠର ରଙ୍ଗିନ୍ ଆସ୍ତରଣ — A coloured covering laid over the back of an elephant
  • ସଂ. ବି. (ପ୍ର+ବେଣ୍ ଧାତୁ+ଗମନ କରିବା+କର୍ତ୍ତୃ. ଇ) (ନାମ) ମହାଭାରତୋକ୍ତ ନଦୀବିଶେଷ — Name of a river of acient India