ପ୍ରବୃତ୍ତି ମାର୍ଗ Prabṛutti mārga
- ସଂ. ବି. ( 6 ଷ୍ଠୀ ତତ୍; ପ୍ରବୃତ୍ତି+ମାର୍ଗ) — ସଂସାରର ପଥ; ସାଂସାରିକ କାର୍ଯ୍ୟର ମାର୍ଗ — The ways of the world; attachment to worldly concerns
- ସଂ. ବି. ( 6 ଷ୍ଠୀ ତତ୍; ପ୍ରବୃତ୍ତି+ମାର୍ଗ) — ସାଂସାରିକ କାର୍ଯ୍ୟ କରିବାଦ୍ୱାରା ଯୋଗସାଧନ ବା ମୁକ୍ତି ଲାଭର ପ୍ରଣାଳୀ — Mode of attaining salvation by doing worldly acts