ପ୍ରବୃଦ୍ଧ Prabṛuddha
- ସଂ. ବିଣ. (ପ୍ର+ବୃଧ୍ ଧାତୁ=ବୃଦ୍ଧି ପାଇବା+କର୍ତ୍ତୃ. ତ) — ବିଶେଷ ରୂପେ ବୃଦ୍ଧି ପ୍ରାପ୍ତ — Enlarged; greatly increased; augmented
- ସଂ. ବିଣ. (ପ୍ର+ବୃଧ୍ ଧାତୁ=ବୃଦ୍ଧି ପାଇବା+କର୍ତ୍ତୃ. ତ) — ବଢ଼ିଥିବା (ନଦୀ; ଜଳ ଆଦି) — Inundated; flooded
- ସଂ. ବିଣ. (ପ୍ର+ବୃଧ୍ ଧାତୁ=ବୃଦ୍ଧି ପାଇବା+କର୍ତ୍ତୃ. ତ) — ବନ୍ଧ ଲଭି ପ୍ରବୃଦ୍ଧ ସରିତ ସରି ରହି। ଭଞ୍ଜ. ବୈଦେହୀଶବିଳାସ।
- ସଂ. ବିଣ. (ପ୍ର+ବୃଧ୍ ଧାତୁ=ବୃଦ୍ଧି ପାଇବା+କର୍ତ୍ତୃ. ତ) — ଫୁଲିଥିବା — Swollen
- ସଂ. ବିଣ. (ପ୍ର+ବୃଧ୍ ଧାତୁ=ବୃଦ୍ଧି ପାଇବା+କର୍ତ୍ତୃ. ତ) — ବହୁ ବସ୍ତୃତ — Spread out over a large extent; expanded
- ସଂ. ବିଣ. (ପ୍ର+ବୃଧ୍ ଧାତୁ=ବୃଦ୍ଧି ପାଇବା+କର୍ତ୍ତୃ. ତ) — ଗର୍ବସ୍ଫୀତ — Arrogant; haughty. (Apte)
- ସଂ. ବିଣ. (ପ୍ର+ବୃଧ୍ ଧାତୁ=ବୃଦ୍ଧି ପାଇବା+କର୍ତ୍ତୃ. ତ) — ଖୁବ୍ ବଡ଼ — Very large; gigantic
- ସଂ. ବିଣ. (ପ୍ର+ବୃଧ୍ ଧାତୁ=ବୃଦ୍ଧି ପାଇବା+କର୍ତ୍ତୃ. ତ) — ଭୟଙ୍କର — Violent (Apte)
- ସଂ. ବିଣ. (ପ୍ର+ବୃଧ୍ ଧାତୁ=ବୃଦ୍ଧି ପାଇବା+କର୍ତ୍ତୃ. ତ) — ପୂର୍ଣ୍ଣତାପ୍ରାପ୍ତ — Full grown (Apte)
- ସଂ. ବିଣ. (ପ୍ର+ବୃଧ୍ ଧାତୁ=ବୃଦ୍ଧି ପାଇବା+କର୍ତ୍ତୃ. ତ) — ଗଭୀର — Deep (Apte)
- ସଂ. ବି — ତରବାରିର ଏକ କସରତ୍ (ହି.ଶ) — A kind of sword-play
- ସଂ. ବି — [ଦ୍ର—ଏଥିରେ ତରବାରୀର ମୁନ ଦ୍ୱାରା ଶତ୍ରୁର ଶରୀର ସ୍ପର୍ଶ କରା— ଯାଏ—(ହି. ଶ.)।]