ପ୍ରବୃତ୍ତ Prabṛutta

  • ସଂ. ବିଣ. (ପ୍ର+ବୃତ୍ ଧାତୁ+କର୍ତ୍ତୃ. ତ) — ନିଯୁକ୍ତ — Engaged in; occupied with
  • ସଂ. ବିଣ. (ପ୍ର+ବୃତ୍ ଧାତୁ+କର୍ତ୍ତୃ. ତ) — କୌଣସି କାର୍ଯ୍ୟରେ ବ୍ୟାପୃତ — Busy (with any work)
  • ସଂ. ବିଣ. (ପ୍ର+ବୃତ୍ ଧାତୁ+କର୍ତ୍ତୃ. ତ) — ରତ — Addicted to
  • ସଂ. ବିଣ. (ପ୍ର+ବୃତ୍ ଧାତୁ+କର୍ତ୍ତୃ. ତ) — (କୌଣସି କର୍ମ) ଆରମ୍ଭ କରିଥିବା (ବ୍ୟକ୍ତି) — Setting about (to do an act)
  • ସଂ. ବିଣ. (ପ୍ର+ବୃତ୍ ଧାତୁ+କର୍ତ୍ତୃ. ତ) — (+କର୍ମ. ତ) ଆରବ୍ଧ — Commenced; undertaken; begun
  • ସଂ. ବିଣ. (ପ୍ର+ବୃତ୍ ଧାତୁ+କର୍ତ୍ତୃ. ତ) — ଉତ୍ପନ୍ନ — Produced
  • ସଂ. ବିଣ. (ପ୍ର+ବୃତ୍ ଧାତୁ+କର୍ତ୍ତୃ. ତ) — ପ୍ରଚଳିତ — Made current; promulgated
  • ସଂ. ବିଣ. (ପ୍ର+ବୃତ୍ ଧାତୁ+କର୍ତ୍ତୃ. ତ) — ପ୍ରବୃତ୍ତିବିଶିଷ୍ଟ — Having inclination; eager
  • ସଂ. ବିଣ. (ପ୍ର+ବୃତ୍ ଧାତୁ+କର୍ତ୍ତୃ. ତ) — ପ୍ରକୃଷ୍ଟ ପଥବିଶିଷ୍ଟ — Having excellent roads; well furnished with roads
  • ସଂ. ବିଣ. (ପ୍ର+ବୃତ୍ ଧାତୁ+କର୍ତ୍ତୃ. ତ) — ନିର୍ଦ୍ଧାରିତ — Settled
  • ସଂ. ବିଣ. (ପ୍ର+ବୃତ୍ ଧାତୁ+କର୍ତ୍ତୃ. ତ) — (+ କର୍ତ୍ତୃ. ତ) ଉଦ୍ୟତ — Ready; preparad to do any act