ପ୍ରବୁଦ୍ଧ Prabuddha

  • ସଂ. ବିଣ. (ପ୍ର+ବୁଧ୍ ଧାତୁ+କର୍ତ୍ତୃ. ତ) — ଜ୍ଞାନବାନ୍; ଜ୍ଞାନୀ — Wise
  • ସଂ. ବିଣ. (ପ୍ର+ବୁଧ୍ ଧାତୁ+କର୍ତ୍ତୃ. ତ) — ପ୍ରଫୁଲ୍ଲ; ପ୍ରସ୍ଫୁଟିତ; ବିକଶିତ — Expanded; full blown
  • ସଂ. ବିଣ. (ପ୍ର+ବୁଧ୍ ଧାତୁ+କର୍ତ୍ତୃ. ତ) — ଜାଗରିତ; ଚେଇଁଉଠିଥିବା — Wakened; awake
  • ସଂ. ବିଣ. (ପ୍ର+ବୁଧ୍ ଧାତୁ+କର୍ତ୍ତୃ. ତ) — ସାବଧାନ — Wary; cautious
  • ସଂ. ବି. ପୁଂ. (ନାମ) — ଭାଗବତୋକ୍ତ ଋଷଭଦେବଙ୍କର ଏକ ପୁତ୍ର — Name of a son of Rushabha deba