ପ୍ରବିଷ୍ଟ Prabishṭa

  • ସଂ. ବିଣ. (ପ୍ର+ବିଶ୍ ଧାତୁ +କର୍ତ୍ତୃ. ତ) — ଯାହା ଭିତରକୁ ପ୍ରବେଶ କରିଅଛି — Entered into; gone into
  • ସଂ. ବିଣ. (ପ୍ର+ବିଶ୍ ଧାତୁ +କର୍ତ୍ତୃ. ତ) — ନିଯୁକ୍ତ; ଅଭିନିବିଷ୍ଟ — Engaged in; occupied with
  • ସଂ. ବିଣ. (ପ୍ର+ବିଶ୍ ଧାତୁ +କର୍ତ୍ତୃ. ତ) — ଅନ୍ତର୍ଗତ — Internal