ପ୍ରବାର Prabāra

  • ସଂ. ବି. (ପ୍ର+ବୃ ଧାତୁ+କର୍ତ୍ତୃ. ଅ) — ପ୍ରବର (ଦେଖ) — Prabara (See)
  • ସଂ. ବି. (ପ୍ର+ବୃ ଧାତୁ+କର୍ତ୍ତୃ. ଅ) — (+ କରଣ. ଅ) ବସ୍ତ୍ର; ଲୁଗା — Cloth
  • ସଂ. ବି. (ପ୍ର+ବୃ ଧାତୁ+କର୍ତ୍ତୃ. ଅ) — ଉତ୍ତରୀୟ—(ହି. ଶ.) — Sheet
  • ସଂ. ବି. (ପ୍ର+ବୃ ଧାତୁ+କର୍ତ୍ତୃ. ଅ) — ଆଚ୍ଛାଦନ; ଘୋଡ଼ଣୀ (ହି. ଶ) — Covering