ପ୍ରବାତ Prabāta

  • ସଂ. ବି. (ପ୍ର+ବା ଧାତୁ+କର୍ତ୍ତୃ. ତ) — ପ୍ରବାଳ ବାୟୁ — Strong wind
  • ସଂ. ବି. (ପ୍ର+ବା ଧାତୁ+କର୍ତ୍ତୃ. ତ) — (+ ଭାବ. ତ) ପବନର ଝୁଙ୍କ (ହି.ଶ.) — Gust of wind
  • ସଂ. ବି. (ପ୍ର+ବା ଧାତୁ+କର୍ତ୍ତୃ. ତ) — (+ ଅଧିକରଣ. ତ) ଯେଉଁଠାରେ ଖୁବ୍ ପବନ ବହୁଥାଏ (ହି. ଶ.) — A place where the wind blows strongly; a windy place
  • ସଂ. ବି. (ପ୍ର+ବା ଧାତୁ+କର୍ତ୍ତୃ. ତ) — ଢାଲୁ; ପ୍ରବଣ—(ହି. ଶ) — A slope
  • ସଂ. ବିଣ — (ପ୍ର+ବାତ) ବାୟୁଦ୍ୱାରା ଆନ୍ଦୋଳିତ (ହି.ଶ.) — Shaken or rocked by wind