ପ୍ରବାଣି Prabāṇi

  • ସଂ. ବି. (ପ୍ର+ବେ ଧାତୁ=ଲୁଗା ବୁଣିବା+କରଣ. ଅନ+ଇ (ଈ) — ତନ୍ତୀର ମାକୁ ବା କଣ୍ଡା; ତନ୍ତ୍ର ଶଳାକା — A weaver's shuttle