ପ୍ରବସଥ Prabasatha

  • ସଂ. ବି. (ପ୍ର+ବସ୍ ଧାତୁ+ଭାବ. ଅଥ) — ପ୍ରସ୍ଥାନ (ହି.ଶ) — Going away
  • ସଂ. ବି. (ପ୍ର+ବସ୍ ଧାତୁ+ଭାବ. ଅଥ) — ପ୍ରବାସ (ହି. ଶ.) — Sojourn