ପ୍ରବଳିବା Prabaḻibā

  • ଦେ. (ପଦ୍ୟ) କ୍ରି. (ସଂ. ପ୍ରବଳ ଶବ୍ଦରୁ ଓଡ଼ିଆ ନାମ ଧାତୁ) — ପ୍ରବୃତ୍ତ ହେବା — To be engaged
  • ଦେ. (ପଦ୍ୟ) କ୍ରି. (ସଂ. ପ୍ରବଳ ଶବ୍ଦରୁ ଓଡ଼ିଆ ନାମ ଧାତୁ) — ସର ପର୍ପଟି ଯାହାକୁ ମିଳଇ ସେ ସୁଖେ ତା ଭୋଜନେ ପ୍ରବଳଇ। କବିସୂର୍ଯ୍ୟ, କବିତାକଲ୍ଲୋଳ।
  • ଦେ. (ପଦ୍ୟ) କ୍ରି. (ସଂ. ପ୍ରବଳ ଶବ୍ଦରୁ ଓଡ଼ିଆ ନାମ ଧାତୁ) — ପ୍ରବଳ ହେବା; ବୃଦ୍ଧିପାଇବା — To increase
  • ଦେ. (ପଦ୍ୟ) କ୍ରି. (ସଂ. ପ୍ରବଳ ଶବ୍ଦରୁ ଓଡ଼ିଆ ନାମ ଧାତୁ) — ଘୋଟିବା; ଏକାଧିପତ୍ୟ ବିସ୍ତାର କରିବା — To predominate; to have mastery
  • ଦେ. (ପଦ୍ୟ) କ୍ରି. (ସଂ. ପ୍ରବଳ ଶବ୍ଦରୁ ଓଡ଼ିଆ ନାମ ଧାତୁ) — ବିବେକ ତ ଟଳୁଥିବ, ଲାଜ ତ ପ୍ରବଳୁଥିବ। କବିସୂର୍ଯ୍ୟ. ସଙ୍ଗୀତ।