ପ୍ରବର୍ତ୍ତୟିତା Prabarttayitā

  • ସଂ. ବିଣ. ପୁଂ. (ପ୍ର+ବୃତ୍ ଧାତୁ ଣିଚ୍=ବର୍ତ୍ତି ଧାତୁ+ କର୍ତ୍ତୃ. ତୃ; 1 ମା. 1 ବ) — ଯେ କୌଣସି ବିଷୟରେ ପ୍ରବୃତ୍ତ କରାଏ; ନିୟୋଜନ — Engaging; inciting; exciting; instigating