ପ୍ରବର୍ତ୍ତେଇ ଦେବା Prabarttei debā

  • ପ୍ରାଦେ. (ଯାଜପୁର) କ୍ରି. — ବାଣ୍ଟିଦେବା — To distribute
  • ପ୍ରାଦେ. (ଯାଜପୁର) କ୍ରି. — (ଯଥା— ଏ ସଭାରେ ପାନ ପ୍ରବର୍ତ୍ତେଇ ଦିଅ।)
  • ଦେ. କ୍ରି — ପ୍ରବର୍ତ୍ତାଇବା (ଦେଖ) — Prabarttāibā (See)