ପ୍ରବର୍ତ୍ତିତ Prabarttita

  • ସଂ. ବିଣ. (ପ୍ର+ବୃତ୍ ଧାତୁ ଣିଚ୍ ବର୍ତ୍ତି ଧାତୁ+କର୍ମ. ତ) — ଉତ୍ତେଜିତ — Incited; instigated; influenced
  • ସଂ. ବିଣ. (ପ୍ର+ବୃତ୍ ଧାତୁ ଣିଚ୍ ବର୍ତ୍ତି ଧାତୁ+କର୍ମ. ତ) — ଉତ୍ସାହିତ — Encouraged; stimulated
  • ସଂ. ବିଣ. (ପ୍ର+ବୃତ୍ ଧାତୁ ଣିଚ୍ ବର୍ତ୍ତି ଧାତୁ+କର୍ମ. ତ) — ନିୟୋଜିତ — Engaged; deputed; commissioned
  • ସଂ. ବିଣ. (ପ୍ର+ବୃତ୍ ଧାତୁ ଣିଚ୍ ବର୍ତ୍ତି ଧାତୁ+କର୍ମ. ତ) — ଜ୍ଞାପିତ — Informed; apprised
  • ସଂ. ବିଣ. (ପ୍ର+ବୃତ୍ ଧାତୁ ଣିଚ୍ ବର୍ତ୍ତି ଧାତୁ+କର୍ମ. ତ) — ପ୍ରେରିତ; ପରିଚାଳିତ — Guided; led; driven
  • ସଂ. ବିଣ. (ପ୍ର+ବୃତ୍ ଧାତୁ ଣିଚ୍ ବର୍ତ୍ତି ଧାତୁ+କର୍ମ. ତ) — ଆରବ୍ଧ — Commenced; begun
  • ସଂ. ବିଣ. (ପ୍ର+ବୃତ୍ ଧାତୁ ଣିଚ୍ ବର୍ତ୍ତି ଧାତୁ+କର୍ମ. ତ) — ଚାଳିତ — Set in motion; started
  • ସଂ. ବିଣ. (ପ୍ର+ବୃତ୍ ଧାତୁ ଣିଚ୍ ବର୍ତ୍ତି ଧାତୁ+କର୍ମ. ତ) — ପ୍ରତ୍ୟାବର୍ତ୍ତିତ — Caused to return
  • ସଂ. ବିଣ. (ପ୍ର+ବୃତ୍ ଧାତୁ ଣିଚ୍ ବର୍ତ୍ତି ଧାତୁ+କର୍ମ. ତ) — ଉତ୍ପାଦିତ; ଜାତ — Generated