ପ୍ରବର୍ତ୍ତାଇବା Prabarttāibā
- ଦେ. କ୍ରି—('ପ୍ରବର୍ତ୍ତିବାର ଣିଜନ୍ତ ରୂପ') — କୌଣସି କାର୍ଯ୍ୟ କରିବାକୁ ଉତ୍ତେଜିତ କରାଇବା; ମତାଇବା — To urge; to induce; to incite
- ଦେ. କ୍ରି—('ପ୍ରବର୍ତ୍ତିବାର ଣିଜନ୍ତ ରୂପ') — ପ୍ରଥମ ଯୁଗେ ଶୁକ୍ଳ ବର୍ଣ୍ଣେ ମୁହିଁ ପ୍ରବର୍ତ୍ତାଇଲି ଜନେ। ଜଗନ୍ନାଥ, ଭାଗବତ।
- ଦେ. କ୍ରି—('ପ୍ରବର୍ତ୍ତିବାର ଣିଜନ୍ତ ରୂପ') — ନିୟୋଜିତ କରିବା — To cause to be engaged in a work; to employ
- ଦେ. କ୍ରି—('ପ୍ରବର୍ତ୍ତିବାର ଣିଜନ୍ତ ରୂପ') — କୌଣସି ନୂତନ କାର୍ଯ୍ୟ ପ୍ରଥମେ ଆରମ୍ଭ କରିବା — To introduce a new matter or thing
- ଦେ. କ୍ରି—('ପ୍ରବର୍ତ୍ତିବାର ଣିଜନ୍ତ ରୂପ') — ଫୁସୁଲାଇବା — To inveigle