ପ୍ରବର୍ତ୍ତନା Prabarttanā
- ସଂ. ବି. [ପ୍ର+ବୃତ୍ ଧାତୁ ଣିଚ୍ ବର୍ତ୍ତି ଧାତୁ+ଭାବ. ଅନ+(ଆ)] — ନିୟୋଜନ — Engaging; directing
- ସଂ. ବି. [ପ୍ର+ବୃତ୍ ଧାତୁ ଣିଚ୍ ବର୍ତ୍ତି ଧାତୁ+ଭାବ. ଅନ+(ଆ)] — କୌଣସି କାର୍ଯ୍ୟ କରିବାକୁ କୌଣସି ବ୍ୟକ୍ତିକୁ ଉତ୍ତେଜିତ କରିବା; ପ୍ରେରଣା; ମତାଇବା — Inducing; inciting; exciting; urging; stimulating; instigating
- ସଂ. ବି. [ପ୍ର+ବୃତ୍ ଧାତୁ ଣିଚ୍ ବର୍ତ୍ତି ଧାତୁ+ଭାବ. ଅନ+(ଆ)] — ଆରମ୍ଭ; ସୂତ୍ରପାତ — Beginning, starting; commencement
- ସଂ. ବି. [ପ୍ର+ବୃତ୍ ଧାତୁ ଣିଚ୍ ବର୍ତ୍ତି ଧାତୁ+ଭାବ. ଅନ+(ଆ)] — ଚାଳନ — Setting in motion