ପ୍ରବର୍ତ୍ତକ Prabarttaka

  • ସଂ. ବିଣ. ପୁଂ. (ପ୍ର+ବୃତ୍ ଧାତୁ+କର୍ତ୍ତୃ. ଅକ) — ପ୍ରବର୍ତ୍ତନକାରୀ; ଯେ ପ୍ରବର୍ତ୍ତାଏ — Inducing; inciting
  • ସଂ. ବିଣ. ପୁଂ. (ପ୍ର+ବୃତ୍ ଧାତୁ+କର୍ତ୍ତୃ. ଅକ) — ପ୍ରଦର୍ଶକ — Indicating; leading; showing
  • ସଂ. ବିଣ. ପୁଂ. (ପ୍ର+ବୃତ୍ ଧାତୁ+କର୍ତ୍ତୃ. ଅକ) — ପ୍ରଣେତା — Composing; constructing
  • ସଂ. ବିଣ. ପୁଂ. (ପ୍ର+ବୃତ୍ ଧାତୁ+କର୍ତ୍ତୃ. ଅକ) — ଯେ କୌଣସି ନୂତନ କର୍ମର ବା ବିଧିର ସୂତ୍ରପାତ କରେ — Founding; starting; introducing a new institution or system
  • ସଂ. ବି — ପ୍ରତିଷ୍ଠାତା ବ୍ୟକ୍ତି — Founder
  • ସଂ. ବି — ଉତ୍ତେଜକ ବ୍ୟକ୍ତି — Instigator
  • ସଂ. ବି — ରଚକ — Composer; author