ପ୍ରବନ୍ଧ Prabandha

  • ସଂ. ବି (ପ୍ର+ବନ୍ଧ୍ ଧାତୁ=ବାନ୍ଧିବା; ରଚନା କରିବା+କର୍ମ. ଅ) — ସନ୍ଦର୍ଭ; ରଚନା — Composition; essay
  • ସଂ. ବି (ପ୍ର+ବନ୍ଧ୍ ଧାତୁ=ବାନ୍ଧିବା; ରଚନା କରିବା+କର୍ମ. ଅ) — ଧାରାବାହିକ ଉପାଖ୍ୟାନ — A connected narrative; treatise
  • ସଂ. ବି (ପ୍ର+ବନ୍ଧ୍ ଧାତୁ=ବାନ୍ଧିବା; ରଚନା କରିବା+କର୍ମ. ଅ) — ପରସ୍ପର ଅନ୍ୱୟଯୁକ୍ତ ବାକ୍ୟାବଳୀ — Essay; words connected with each other
  • ସଂ. ବି (ପ୍ର+ବନ୍ଧ୍ ଧାତୁ=ବାନ୍ଧିବା; ରଚନା କରିବା+କର୍ମ. ଅ) — ପ୍ରକୃଷ୍ଟ ବନ୍ଧନ — A close bond
  • ସଂ. ବି (ପ୍ର+ବନ୍ଧ୍ ଧାତୁ=ବାନ୍ଧିବା; ରଚନା କରିବା+କର୍ମ. ଅ) — କୌଶଳ — Contrivance
  • ସଂ. ବି (ପ୍ର+ବନ୍ଧ୍ ଧାତୁ=ବାନ୍ଧିବା; ରଚନା କରିବା+କର୍ମ. ଅ) — ଆରମ୍ଭ — Beginning
  • ସଂ. ବି (ପ୍ର+ବନ୍ଧ୍ ଧାତୁ=ବାନ୍ଧିବା; ରଚନା କରିବା+କର୍ମ. ଅ) — କ୍ରମିକତା — Continuance; succession
  • ସଂ. ବି (ପ୍ର+ବନ୍ଧ୍ ଧାତୁ=ବାନ୍ଧିବା; ରଚନା କରିବା+କର୍ମ. ଅ) — ପୂର୍ବାପର ସଙ୍ଗତି — 9. Sequence
  • ସଂ. ବି (ପ୍ର+ବନ୍ଧ୍ ଧାତୁ=ବାନ୍ଧିବା; ରଚନା କରିବା+କର୍ମ. ଅ) — ଯୋଜନା — Joining; uniting
  • ସଂ. ବି (ପ୍ର+ବନ୍ଧ୍ ଧାତୁ=ବାନ୍ଧିବା; ରଚନା କରିବା+କର୍ମ. ଅ) — ଆୟୋଜନ — Preparation; collection of materials
  • ସଂ. ବି (ପ୍ର+ବନ୍ଧ୍ ଧାତୁ=ବାନ୍ଧିବା; ରଚନା କରିବା+କର୍ମ. ଅ) — ବ୍ୟବସ୍ଥା; ବନ୍ଦୋବସ୍ତ — Arrangement; settlement; disposition
  • ଦେ. ବି — ଆଲୋଚନା — Discussion