ପ୍ରବଣ Prabaṇa

  • ସଂ. ବିଣ—(ପ୍ର+ବଣ୍ ଧାତୁ=ଶବ୍ଦ କରିବା; ନତ ହେବା+ କର୍ତ୍ତୃ. ଅ) — ବକ୍ର — Curved
  • ସଂ. ବିଣ—(ପ୍ର+ବଣ୍ ଧାତୁ=ଶବ୍ଦ କରିବା; ନତ ହେବା+ କର୍ତ୍ତୃ. ଅ) — ନତ — Bowed; bent
  • ସଂ. ବିଣ—(ପ୍ର+ବଣ୍ ଧାତୁ=ଶବ୍ଦ କରିବା; ନତ ହେବା+ କର୍ତ୍ତୃ. ଅ) — ବିନୀତ; ନମ୍ର — Humble; modest
  • ସଂ. ବିଣ—(ପ୍ର+ବଣ୍ ଧାତୁ=ଶବ୍ଦ କରିବା; ନତ ହେବା+ କର୍ତ୍ତୃ. ଅ) — ଆସକ୍ତ; ରତ; ପ୍ରବୃତ୍ତ — Attached to; devoted to; engaged in,
  • ସଂ. ବିଣ—(ପ୍ର+ବଣ୍ ଧାତୁ=ଶବ୍ଦ କରିବା; ନତ ହେବା+ କର୍ତ୍ତୃ. ଅ) — (ସମାସରେ) ପ୍ରକୃତି ବା ଅଭ୍ୟାସ ଅନୁସାରେ ଆସକ୍ତ — Inclined; disposed to; prone to; habituated to
  • ସଂ. ବିଣ—(ପ୍ର+ବଣ୍ ଧାତୁ=ଶବ୍ଦ କରିବା; ନତ ହେବା+ କର୍ତ୍ତୃ. ଅ) — [ଦ୍ର—ସମାସରେ ଏହି ଶବ୍ଦ ଅନ୍ୟ ଶବ୍ଦ ପରେ ବସି ବିଶେଷଣ ପଦ ସିଦ୍ଧ ହୁଏ ଯଥା—କ୍ରୋଧପ୍ରବଣ; ସ୍ନେହପ୍ରବଣ; ଭଙ୍ଗପ୍ରବଣ।]
  • ସଂ. ବିଣ—(ପ୍ର+ବଣ୍ ଧାତୁ=ଶବ୍ଦ କରିବା; ନତ ହେବା+ କର୍ତ୍ତୃ. ଅ) — ପୂର୍ଣ୍ଣ; କୃତାଧିକାର — Filled with; possessed of
  • ସଂ. ବିଣ—(ପ୍ର+ବଣ୍ ଧାତୁ=ଶବ୍ଦ କରିବା; ନତ ହେବା+ କର୍ତ୍ତୃ. ଅ) — କ୍ରମନିମ୍ନ; ଗଡ଼ାଣିଆ; ଢାଲୁ — Sloping
  • ସଂ. ବିଣ—(ପ୍ର+ବଣ୍ ଧାତୁ=ଶବ୍ଦ କରିବା; ନତ ହେବା+ କର୍ତ୍ତୃ. ଅ) — ଅନୁକୂଳ — Favourable
  • ସଂ. ବିଣ—(ପ୍ର+ବଣ୍ ଧାତୁ=ଶବ୍ଦ କରିବା; ନତ ହେବା+ କର୍ତ୍ତୃ. ଅ) — ପ୍ଳୁତ — Jumped; leaped; long
  • ସଂ. ବିଣ—(ପ୍ର+ବଣ୍ ଧାତୁ=ଶବ୍ଦ କରିବା; ନତ ହେବା+ କର୍ତ୍ତୃ. ଅ) — ଦୁର୍ବଳ, କୃଶ; କ୍ଷୀଣ — Weak; thin
  • ସଂ. ବିଣ—(ପ୍ର+ବଣ୍ ଧାତୁ=ଶବ୍ଦ କରିବା; ନତ ହେବା+ କର୍ତ୍ତୃ. ଅ) — ତ୍ୱରିତ — Swift