ପ୍ରବଣତ୍ୱ Prabaṇatwa
- [ପ୍ରବଣ+ଭାବାର୍ଥରେ ତା (ତ୍ୱ)] — ଅନୁକୂଳତା — Tendency
- [ପ୍ରବଣ+ଭାବାର୍ଥରେ ତା (ତ୍ୱ)] — କୌଣସି ବିଷୟପ୍ରତି ମନ ଢଳିବା; ଆସକ୍ତି; ଝୁଙ୍କ — Inclination; propensity; proneness
- [ପ୍ରବଣ+ଭାବାର୍ଥରେ ତା (ତ୍ୱ)] — ଅନୁରକ୍ତି — Attachment; devotion
- [ପ୍ରବଣ+ଭାବାର୍ଥରେ ତା (ତ୍ୱ)] — ନମ୍ରତା — Modest; humility
- [ପ୍ରବଣ+ଭାବାର୍ଥରେ ତା (ତ୍ୱ)] — ପୂର୍ଣ୍ଣତା — Saturity; fullness (Apte)