ପ୍ରବଚନ Prabachana
- ସଂ. ବି (ପ୍ର=ଉତ୍କୃଷ୍ଟ+ବଚନ) — ସାଂସାରିକ ଅଭିଜ୍ଞତା— ପୂର୍ଣ୍ଣ ଦେଶପ୍ରଚଳିତ ଆପ୍ତବଚନ; ପ୍ରବାଦ; ଜନଶ୍ରୁତି — Tradition; wise sayings; proverbs; elegant sayings
- ସଂ. ବି (ପ୍ର=ଉତ୍କୃଷ୍ଟ+ବଚନ) — ଶାସ୍ତ୍ରବଚନ — Sayings from scriptures; scriptural doctrines
- ସଂ. ବି (ପ୍ର=ଉତ୍କୃଷ୍ଟ+ବଚନ) — ନୀତିବାକ୍ୟ — Moral precepts
- ସଂ. ବି (ପ୍ର=ଉତ୍କୃଷ୍ଟ+ବଚନ) — ବ୍ୟାଖ୍ୟା କରାଯାଇଥିବା ଧର୍ମବାଦ — Propounded religious doctrine
- ସଂ. ବି (ପ୍ର=ଉତ୍କୃଷ୍ଟ+ବଚନ) — ବେଦାଦି ଈଶ୍ୱରମୁଖନିସୃତ ଶାସ୍ତ୍ର — Holy treatise (such as the Bedas); the scriptures
- ସଂ. ବି (ପ୍ର=ଉତ୍କୃଷ୍ଟ+ବଚନ) — ଅଧ୍ୟାପନା — Instruction; teaching profession
- ସଂ. ବି (ପ୍ର=ଉତ୍କୃଷ୍ଟ+ବଚନ) — ଉତ୍କୃଷ୍ଟ ବକ୍ତୃତା — Excellent speech
- ସଂ. ବି (ପ୍ର=ଉତ୍କୃଷ୍ଟ+ବଚନ) — ବାଗ୍ମିତା — Eloquence; oratory
- ସଂ. ବି (ପ୍ର=ଉତ୍କୃଷ୍ଟ+ବଚନ) — ବ୍ୟାଖ୍ୟାନ (ହି. ଶ.) — Expounding; explaining
- ସଂ. ବି (ପ୍ର=ଉତ୍କୃଷ୍ଟ+ବଚନ) — ବେଦାଙ୍ଗ (ହି. ଶ) (ଦେଖ) — Bedāṅga (See)