ପ୍ରବଚନ ପଟୁ Prabachana paṭu

  • ସଂ. ବିଣ ( 7 ମୀ ତତ୍; ପ୍ରବଚନ+ପଟୁ) — ବାଗ୍ମୀ — Eloquent; elegant in speech
  • ସଂ. ବିଣ ( 7 ମୀ ତତ୍; ପ୍ରବଚନ+ପଟୁ) — ଆବଶ୍ୟକବେଳେ ଯେଉଁ ବ୍ୟକ୍ତି ପ୍ରବଚନମାନ ଉଦ୍ଧାର କରି ପାରନ୍ତି — Expert in quoting proverbs