ପ୍ରଫୁଲ୍ଲ Praphulla
- ସଂ. ବିଣ. (ପ୍ର+ଫୁଲ୍ଲ୍ ଧାତୁ=ବିକଶିତ ହେବା+କର୍ତ୍ତୃ. ତ) — ପ୍ରସ୍ଫୁଟିତ; ବିକଶିତ; ଫୁଟିଥିବା (ଫୁଲ) — Full blown (as a flower); Expanded; blooming
- ସଂ. ବିଣ. (ପ୍ର+ଫୁଲ୍ଲ୍ ଧାତୁ=ବିକଶିତ ହେବା+କର୍ତ୍ତୃ. ତ) — ହସୁଥିବା; ହାସ୍ୟମୟ — Smiling; laughing
- ସଂ. ବିଣ. (ପ୍ର+ଫୁଲ୍ଲ୍ ଧାତୁ=ବିକଶିତ ହେବା+କର୍ତ୍ତୃ. ତ) — ଉଜ୍ଜ୍ୱଳ — Shining; radiant
- ସଂ. ବିଣ. (ପ୍ର+ଫୁଲ୍ଲ୍ ଧାତୁ=ବିକଶିତ ହେବା+କର୍ତ୍ତୃ. ତ) — ପ୍ରସନ୍ନ; ଆନନ୍ଦିତ — Pleased; gladdened; cheerful
- ଦେ. ବି — ପ୍ରଫୁଲ୍ଲତା (ଦେଖ) — Praphullatā (See)
- ଦେ. ବି — (ପୁଂ) ଲୋକଙ୍କୁ ଦିଆଯିବା ନାମ — Name given to males