ପ୍ରଫୁଲ୍ଲନୟନ Praphullanayana

  • ସଂ. ବି. (କର୍ମଧା; ପ୍ରଫୁଲ୍ଲ+ନୟନ) ହର୍ଷୋତ୍ଫୁଲ୍ଲ ଚକ୍ଷୁଃ — Beaming eyes; eyes sparkling with gladness
  • ସଂ. ବିଣ. ପୁଂ—(ବହୁବ୍ରୀହି) — ହର୍ଷୋତ୍ଫୁଲ୍ଲ ନୟନଯୁକ୍ତ — With sparkling eyes