ପ୍ରଫୁଲ୍ଲତା Praphullatā

  • ସଂ. ବି. [ପ୍ରଫୁଲ୍ଲ+ଭାବାର୍ଥରେ ତା (ତ୍ୱ)] ବିକାଶ; ବିସ୍ତୃତି; ବିସ୍ତାର — Expansion
  • ସଂ. ବି. [ପ୍ରଫୁଲ୍ଲ+ଭାବାର୍ଥରେ ତା (ତ୍ୱ)] ଆହ୍ଲାଦ; ଉଲ୍ଲାସ; ହର୍ଷ — Cheerfulness; gaiety; gladness