ପ୍ରପୌତ୍ର Prapa̲u̲tra

  • ସଂ. ବି. ପୁଂ. (ପ୍ର+ପୌତ୍ର) — ପୁତ୍ରର ନାତି; ପୌତ୍ରର ପୁତ୍ର; ଅଣନାତି — Son's grandson; one's agnatic great grandson