ପ୍ରପୌଣ୍ଡରୀକ Prapa̲u̲ṇḍarīka

  • ସଂ. ବି. (ପ୍ର+ପୁଣ୍ଡରୀକ+ଅ) — ଔଷଧବୃକ୍ଷବିଶେଷ — A kind of medicinal plant
  • ସଂ. ବି. (ପ୍ର+ପୁଣ୍ଡରୀକ+ଅ) — [ଦ୍ର—ଏହାର ମୂଳ ଔଷଧରେ ବ୍ୟବହୃତ। ଏହା ତିକ୍ତମଧୁର ରସ, ମଧୁରବିପାକ, ଶୀତଳ, ବର୍ଣ୍ଣକାରକ, ଶୁକ୍ରବର୍ଦ୍ଧକ, ନୟନ ହିତକାରକ ଏବଂ ପିତ୍ତ, ରକ୍ତ, ବ୍ରଣ, ଦାହ, ପିପାସା, ଜ୍ୱର ଓ ରକ୍ତପିତ୍ତରୋଗରେ ଉପକାରୀ।]
  • ସଂ. ବି. (ପ୍ର+ପୁଣ୍ଡରୀକ+ଅ) — ପଦ୍ମମୂଳ — Root stock of Nymphaea lotus