ପ୍ରପିତାମହ Prapitāmaha
- ସଂ. ବି. ପୁଂ. (ପ୍ର+ପିତାମହ) — ପିତାମହଙ୍କ ପିତା — Paternal great grandfather
- ସଂ. ବି. ପୁଂ. (ପ୍ର+ପିତାମହ) — ସର୍ବଲୋକପିତାମହ; ବ୍ରହ୍ମା — Brahmā
- ସଂ. ବି. ପୁଂ. (ପ୍ର+ପିତାମହ) — ପରଂବ୍ରହ୍ମ — The Supreme Spirit (Apte)
- ସଂ. ବି. ପୁଂ. (ପ୍ର+ପିତାମହ) — କୃଷ୍ଣ — Kṛushṇa (Apte)