ପ୍ରପା Prapā

  • ସଂ. ବି. (ପ୍ର+ପା ଧାତୁ+ଅପାଦାନ ଅ+ସ୍ତ୍ରୀ. ଆ) — ଜଳସତ୍ର; ପାନୀୟଶାଳା — A place where drinking water is distributed
  • ସଂ. ବି. (ପ୍ର+ପା ଧାତୁ+ଅପାଦାନ ଅ+ସ୍ତ୍ରୀ. ଆ) — ବିଶ୍ରାମ ସ୍ଥଳ — A place of refreshment; resting place
  • ସଂ. ବି. (ପ୍ର+ପା ଧାତୁ+ଅପାଦାନ ଅ+ସ୍ତ୍ରୀ. ଆ) — ଗୋରୁମାନଙ୍କ ପାଣି କୁଣ୍ଡ — A cistern for watering cattle
  • ସଂ. ବି. (ପ୍ର+ପା ଧାତୁ+ଅପାଦାନ ଅ+ସ୍ତ୍ରୀ. ଆ) — ଜଳାଶୟ; ବଡ଼ ପୋଖରୀ — Tank
  • ସଂ. ବି. (ପ୍ର+ପା ଧାତୁ+ଅପାଦାନ ଅ+ସ୍ତ୍ରୀ. ଆ) — କୂପ — Well
  • ସଂ. ବି. (ପ୍ର+ପା ଧାତୁ+ଅପାଦାନ ଅ+ସ୍ତ୍ରୀ. ଆ) — ପାଣିକୁଣ୍ଡ; ଜଳାଧାର — Cistern; reservoir of water
  • ସଂ. ବି. (ପ୍ର+ପା ଧାତୁ+ଅପାଦାନ ଅ+ସ୍ତ୍ରୀ. ଆ) — (+କର୍ମ. ଅ) ଢୋକ — Draught
  • ସଂ. ବି. (ପ୍ର+ପା ଧାତୁ+ଅପାଦାନ ଅ+ସ୍ତ୍ରୀ. ଆ) — (+ ଅଧିକରଣ. ଅ)—ଯଜ୍ଞଶାଳା — Sacrificial room