ପ୍ରପର୍ଣ୍ଣ Praparṇṇa

  • ସଂ. ବିଣ. (ବହୁବ୍ରୀହି; ପ୍ର=ଗତ+ପର୍ଣ୍ଣ=ପତ୍ର) — ଯେଉଁ ବୃକ୍ଷରୁ ପତ୍ର ଝଡ଼ି ପଡ଼ିଅଛି — (tree) Devoid of leaves (Apte)
  • ସଂ. ବି — ଝଡ଼ି ପଡ଼ିଥିବା ପତ୍ର — Fallen leaf (Apte)