ପ୍ରପଞ୍ଚୀ Prapan̄chī

  • ସଂ. ବିଣ. ପୁଂ. — (ପ୍ରପଞ୍ଚ+ଇନ୍; 1 ମା. 1 ବ) — ଦୁଷ୍ଟ — Wicked
  • ସଂ. ବିଣ. ପୁଂ. — (ପ୍ରପଞ୍ଚ+ଇନ୍; 1 ମା. 1 ବ) — କନ୍ଦର୍ପ ପ୍ରପଞ୍ଚୀ, କପର୍ଦ୍ଦଭ୍ରମେ ଯିବ ଅବା ଘୁଞ୍ଚି। ଅଭିମନ୍ୟୁ, ବିଦଗ୍ଧଚିନ୍ତାମଣି।