ପ୍ରପଞ୍ଚିତ Prapan̄chita
- ସଂ. ବିଣ. (ପ୍ର+ପଂଚ୍ ଧାତୁ+କର୍ମ ତ) — ବିସ୍ତୃତ — Expanded; diffused
- ସଂ. ବିଣ. (ପ୍ର+ପଂଚ୍ ଧାତୁ+କର୍ମ ତ) — ମାୟାପୂର୍ଣ୍ଣ — Full of illusion; illusive
- ସଂ. ବିଣ. (ପ୍ର+ପଂଚ୍ ଧାତୁ+କର୍ମ ତ) — ଭ୍ରମଯୁକ୍ତ; ଭ୍ରାନ୍ତିପୂର୍ଣ୍ଣ — Erring; mistaken
- ସଂ. ବିଣ. (ପ୍ର+ପଂଚ୍ ଧାତୁ+କର୍ମ ତ) — ପ୍ରବଞ୍ଚିତ — Deceived; beguiled
- ସଂ. ବିଣ. (ପ୍ର+ପଂଚ୍ ଧାତୁ+କର୍ମ ତ) — ବିସ୍ତାରିତରୂପେ ପ୍ରକାଶିତ; ବ୍ୟାଖ୍ୟାତ — Fully explained; dilated; manifested