ପ୍ରଧ୍ମାତ Pradhmāta
- ସଂ. ବିଣ. (ପ୍ର+ଧ୍ମା ଧାତୁ=ଶବ୍ଦ କରିବା; ନିଆଁ ଲଗାଇବା+ କର୍ମ. ତ) — ଧ୍ୱନିତ; ମୁଖରିତ; ଶବ୍ଦାୟମାନ — Resounded; resonant
- ସଂ. ବିଣ. (ପ୍ର+ଧ୍ମା ଧାତୁ=ଶବ୍ଦ କରିବା; ନିଆଁ ଲଗାଇବା+ କର୍ମ. ତ) — ବାୟୁପୂରିତ; ଯହିଁରେ ଫୁଙ୍କି କରି ପୂରା ଯାଇଥାଏ — Filled with wind blown; inflated with wind
- ସଂ. ବିଣ. (ପ୍ର+ଧ୍ମା ଧାତୁ=ଶବ୍ଦ କରିବା; ନିଆଁ ଲଗାଇବା+ କର୍ମ. ତ) — ସନ୍ଧୁକ୍ଷିତ; ପ୍ରଜ୍ଜ୍ୱାଳିତ — Inflamed; ignited; kindled
- ସଂ. ବିଣ. (ପ୍ର+ଧ୍ମା ଧାତୁ=ଶବ୍ଦ କରିବା; ନିଆଁ ଲଗାଇବା+ କର୍ମ. ତ) — ପ୍ରତିଧ୍ୱନିରେ ପୂର୍ଣ୍ଣ — Reverberated; filled with echoes